Inside the Blog

Tribute To Those Toiling Tough

This blog is a tribute to those farmers who toil to feed empty stomaches, but are fed up and frustrated with a system which mocks at their toils.

Sunday, December 31, 2017

ଦିଗବଳୟେ ନିଆଁ


ବୋଧେ... ଦିଗବଳୟେ ଲଗାଇଛି କିଏ ଜଣେ ନିଆଁ, କରିବାକୁ ସବୁ ନାରଖାର

ନା ନା... ଆମ ଅନ୍ଧକାର କରିବାକୁ ଦୂର, ନିଶ୍ଚୟ ଜାଳିଛି ଆଲୁଅ କିଏ ଜଣେ ଅତି ଆପଣାର

No comments:

Post a Comment