ଭାବ୍ନା ରାଇଜେ ଭୁରା ଟିକେ ନାଇଁ ଦୁବ୍ ଘାସ୍ର ବି କଡ୍କି
ଜଗତିଆ ଯେତେ ଜଲି ଯାଉଛନ୍ ଭୁଗୁଛନ୍ ଦଶା ମାର୍କି
ମୁନୁଷ୍ମାନ୍କର ଭୁର୍କୁଟି ପନେ ପର୍କୁତି ମା ଭିର୍କି
ଜୁଗାରି ଦେଉଛେ ନିଆଁ ସମ୍ ତାତି, ପଡୁଛନ୍ ସଭେଁ ସର୍କି
କୁଲର୍ ଏସି କାମ ନାଇଁ ଦେବାର ବିଜ୍ଲୀ ଯାଉଛେ ମିଲ୍କି
ଭିତରେ ଗହଦା ବାହାରେ ଝାଉ, ସମିଆ ଯାଇଛେ ଭଡ୍କି
ପଇସା ବାଲା ଦୁହାରି ହେଉଛନ୍ ସୁଟ୍ ବୁଟ୍ ନୂଆ ତାଡ୍କି
ତାକର ଧୁଇ ନାଇଁ ମର୍ଡି ନାଇଁ, ପଇସାର୍ ବଲେ ଦର୍ଡି
ଦୁଖର ପସ୍ରା ଗରିବ ଦୁଖିକର, ତାତିରେ ହେଉଛନ୍ ଖର୍ଡି
(This Samalpuri small poem was written on the midnight of 27/28 May 2015)

No comments:
Post a Comment